23 October 2017
12:41:04 AM
Sambad News
ସୁନ୍ଦରଗଡ଼

୧୦ଚକିଆ ମାଲବୋଝେଇ ଟ୍ରକ ଚାପରେ ପେଟ୍ରୋଲ ଟାଙ୍କି ମାଲିକଙ୍କ ମୃତ୍ୟୁ

By Sambad | Date: Jan 2 2017 6:51PM
୧୦ଚକିଆ ମାଲବୋଝେଇ ଟ୍ରକ ଚାପରେ ପେଟ୍ରୋଲ ଟାଙ୍କି ମାଲିକଙ୍କ ମୃତ୍ୟୁ

ରାଉରକେଲା: ସୋମବାର ଏକ ୧୦ ଚକିଆ ମାଲବୋଝେଇ ଟ୍ରକ ଚାପାରେ ଜଣେ ପେଟ୍ରୋଲ ଟାଙ୍କି ମାଲିକଙ୍କ ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ, ମୃତ ଲାଲସିଂ ମାହାଲି କାମ ସାରି  ଘରକୁ ଯାଉଥିବା ସମୟରେ ୧୪୩ ଜାତୀୟ ରାଜପଥରେ ଦ୍ରୁତ ଗତିରେ ଏକ ୧୦ ଚକିଆ ମୋଲବାଚେଇ ଟ୍ରକ ଆସି ତାଙ୍କ ପଛ ପାର୍ଶ୍ୱରୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

image