20 October 2017
3:21:32 AM
Sambad News
ରାଜ୍ୟ

ଭୁବନେଶ୍ୱର: ପ୍ଲାଷ୍ଟିକ ଅଣ୍ଡା ବିକ୍ରି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ

By Sambad | Date: Apr 21 2017 1:35PM
ଭୁବନେଶ୍ୱର: ପ୍ଲାଷ୍ଟିକ ଅଣ୍ଡା ବିକ୍ରି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱର ବଜାରରେ ପ୍ଲାଷ୍ଟିକ ଅଣ୍ଡା ବିକ୍ରି ହେଉଥିବା ଅଭିଯୋଗ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ସହିତ ଘଟଣାର  ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରଦୀପ ଅମାତ। ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଅମାତ ଆଜି  ରାଜ୍ୟ ଖାଦ୍ୟ ସୁରକ୍ଷା କମିସନଙ୍କୁ ବଜାରରେ ମିଳୁଥିବା ପ୍ଲାଷ୍ଟିକ ଅଣ୍ଡା ସଂଗ୍ରହ କରିବାକୁୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି  ବଜାରରେ ମିଳୁଥିବା ଅନ୍ୟ ଅଣ୍ଡାର  ଗୁଣବତ୍ତା ପରୀକ୍ଷା ପାଇଁ ମଧ୍ୟ ଶ୍ରୀ ଅମାତ ନିର୍ଦ୍ଦେଶ ଦେଇଛନ୍ତି।

image