17 October 2017
10:26:37 PM
Sambad News
ଖେଳ

ଭାରତ-ଶ୍ରୀଲଙ୍କା ତୃତୀୟ ଟେଷ୍ଟ: ଶିଖର ଧାଓ୍ଵନଙ୍କ ଶତକ, ଭାରତର ୨ଶହ ରନ୍‌ ସଂଗ୍ରହ

By Sambad | Date: Aug 12 2017 1:51PM
ଭାରତ-ଶ୍ରୀଲଙ୍କା ତୃତୀୟ ଟେଷ୍ଟ: ଶିଖର ଧାଓ୍ଵନଙ୍କ ଶତକ, ଭାରତର ୨ଶହ ରନ୍‌ ସଂଗ୍ରହ

ପାଲେକେଲ୍‌: ପାଲେକେଲ୍‌ ପଡ଼ିଆରେ ଚାଲିଥିବା ଭାରତ ଶ୍ରୀଲଙ୍କା ତୃତୀୟ ତଥା ଅନ୍ତିମ ଟେଷ୍ଟରେ ଟସ୍‌ ଜିଣି ବିରାଟ କୋହଲିଙ୍କ ବ୍ୟାଟିଂ ନିଷ୍ପତ୍ତିକୁ ଠିକ୍‌ ବୋଲି ପ୍ରମାଣିତ କରି ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଶିଖର ଧାଓ୍ଵନ ଶତକ ହାସଲ କରିଛନ୍ତି। ଶିଖର ମାତ୍ର ୧୦୭ଟି ବଲ ଖେଳି ୧୫ଟି ଚୌକା ସହାୟତାରେ ଶତକ(୧୦୩ ରନ) ହାସଲ କରିଛନ୍ତି।  ଧାଓ୍ଵନ ପୁଷ୍ପକୁମାରଙ୍କ ବଲରେ ଚୌକା ମାରି  ନିଜ ଟେଷ୍ଟ ଜୀବନର ୬ଷ୍ଟ ଶତକ ହାସଲ କରିଛନ୍ତି। ଭାରତ  ୪୨ ତମ ଓଭରରେ ୪.୭୬ ରନ୍‌ ରେଟ୍‌ରେ ଖେଳି ୨ଶହ ରନ୍‌ ସଂଗ୍ର କରିଥିବା ବେଳେ ଧାଓ୍ଵନ ୧୦୮ ରନଡ଼ କରି ଅପରାଜିତ ଅଛନ୍ତି। 

image