19 October 2017
2:37:21 PM
Sambad News
ବିଶେଷ

ଜନ୍ମନେଲା ଅଦ୍ଭୁତ ଶିଶୁ : ସନ୍ତାନର ମା’ ସହିତ ଡାକ୍ତର ବି ହୋଇଗଲେ ଭୟଭୀତ !

By Sambad | Date: Apr 19 2017 6:51PM
ଜନ୍ମନେଲା ଅଦ୍ଭୁତ ଶିଶୁ : ସନ୍ତାନର ମା’ ସହିତ ଡାକ୍ତର ବି ହୋଇଗଲେ ଭୟଭୀତ !
.amarujala.

କେମରୁନ୍‌: ଦକ୍ଷିଣ ଆଫ୍ରିକୀୟ ଦେଶ କାମେରୁନ୍‌ରେ ଜନୈକା ମହିଳା ଏଭଳି ସନ୍ତାନକୁ ଜନ୍ମ ଦେଇଛନ୍ତି, ଯାହାର ଶରୀରର ଅଧିକାଂଶ ଅଙ୍ଗ ଉଭେଇ ଯାଇଛି। ଉକ୍ତ ନବଜାତ ଶିଶୁଟିର ଦୁଇଟି ଆଖି ଯୋଡ଼ି ହୋଇଯାଇଛି, ଏହା ପୁଣି ମୁଣ୍ଡର ଉପର ଅଂଶରେ ରହିଛି। ଚେହେରା ସାମନ୍ୟ ଠାରୁ ଅଧିକ ବଡ଼ ହୋଇଯାଇଛି। ନାହି ପାଖର ଅଂଶ ଶରୀରର ଭିତରେ ରହିବା ବଦଳରେ ବାହାରେ ରହିଛି ଓ ଗୋଟିଏ କାନ  ରହିଛି, ତାହା ପୁଣି ଝୁଲନ୍ତାବସ୍ଥାରେ। ଏହି ସନ୍ତାନକୁ ଦେଖିବା ପାଇଁ ଅନେକ ଲୋକଙ୍କ ଭିଡ଼ ଜମୁଛି। ଏଭଳି ସନ୍ତାନ ଡାକ୍ତରଖାନାରେ ପ୍ରଥମଥର ଜନ୍ମ ନେଇଛି ବୋଲି ସୂଚନା ଦେଇଛନ୍ତି ଉକ୍ତ ନବଜାତ ଶିଶୁକୁ ଜନ୍ମ ଦେଇଥିବା ନର୍ସ। ତେବେ ଏଭଳି ଅଦ୍ଭୁତ ଶିଶୁକୁ ଦେଖି ଡାକ୍ତରମାନେ ମଧ୍ୟ ଆଚମ୍ବିତ ହୋଇପଡ଼ିଛନ୍ତି।

image