19 October 2017
5:23:48 AM
Sambad News
ସମ୍ବଲପୁର

୨୨ କେଜି ଗଞ୍ଜେଇ ଜବତ, ୨ ଗିରଫ

By Sambad | Date: Dec 29 2016 10:22AM
୨୨ କେଜି ଗଞ୍ଜେଇ ଜବତ, ୨ ଗିରଫ

ରେଢାଖୋଲ: ଚୋରା ଚାଲାଣ ବେଳେ ୨୨ କେଜି ଗଞ୍ଜେଇ ସହିତ ଉତ୍ତରପ୍ରଦେଶର ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ମାଫିଆମାନେ ହେଲେ ମିର୍ଜାପୁରର ରଘୁବିନ୍ଦର ସିଂ(୩୨), ଆହ୍ଲାବାଦ ନାହାଭା ଅନଶିଖାର ରାଜେଶ ତିଓ୍ଵାରୀ(୪୪) । ଉଭୟ ଗଞ୍ଜେଇ ମାଫିଆ ୨୨ କେଜି ଗଞ୍ଜେଇ ସହିତ ବସ୍ତାରେ ଧରି ରେଢାଖୋଲ ରେଲେଓ୍ଵ ଷ୍ଟେସନ ପାଖ ବୌଦ୍ଧ ରାସ୍ତାରେ ରାତ୍ରି ନାଇଟ କୋଚ ବସରେ ଗଞ୍ଜେଇ ଚାଲାଣ କରିଥିଲେ । ଏହି ଚଢାଉ ସମୟରେ ଏଏସଆଇ ବିବି ନାୟକ, ରବି ନାରାୟଣ ପ୍ରଧାନ ଏବଂ ସୁଧୀର କୁମାର ନାୟକ ସାମିଲ ଥିଲେ ।

image