19 October 2017
5:26:30 AM
Sambad News
ନୂଆପଡ଼ା

ନାବାଳିକାକୁ ଅସଦାଚରଣ ଅଭିଯୋଗ, ଶିକ୍ଷକ ଅଟକ

By Sambad | Date: Dec 26 2016 12:36AM
ନାବାଳିକାକୁ ଅସଦାଚରଣ ଅଭିଯୋଗ, ଶିକ୍ଷକ ଅଟକ
Photo by : ibnlive.in

ଖଡ଼ିଆଳ : ଖଡ଼ିଆଳ ସହରର ଜଣେ ନାବାଳିକାକୁ ବଙ୍ଗୋମୁଣ୍ଡାର ଶିକ୍ଷକ ସୁଦାମ ମନ୍ତ୍ରୀ ମୋବାଇଲରେ ବାରମ୍ବାର ଅସଦାଚରଣ କରୁଥିବା ଖଡ଼ିଆଳ ଥାନାରେ ଅଭିଯୋଗ ହୋଇଛି। ନାବାଳିକାର ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରିଛି। ପୁଲିସ ଶିକ୍ଷକ ଶ୍ରୀ ମନ୍ତ୍ରୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

image