21 November 2017
9:25:32 PM
Sambad News
ମହାନଗର

ବିଡିଏର ପାର୍କରେ ସଂଗୀତ ସଂଧ୍ୟା : ଆସିବେ ବିଶିଷ୍ଟ ସନ୍ତୁର ବାଦକ ତରୁଣ ଭଟ୍ଟାଚାର୍ଯ୍ୟ

By Sambad | Date: Jan 12 2017 4:04AM
ବିଡିଏର ପାର୍କରେ ସଂଗୀତ ସଂଧ୍ୟା : ଆସିବେ ବିଶିଷ୍ଟ ସନ୍ତୁର ବାଦକ ତରୁଣ ଭଟ୍ଟାଚାର୍ଯ୍ୟ

ଭୁବନେଶ୍ୱର : ବିଡିଏର ‘ପାର୍କରେ ସଂଗୀତ’ କାର୍ଯ୍ୟକ୍ରମରେ ଏଥର ବିଶିଷ୍ଟ ସନ୍ତୁର ବାଦକ ତରୁଣ ଭଟ୍ଟାଚାର୍ଯ୍ୟ ଯୋଗଦେବେ। ଇନ୍ଦିରା ଗାନ୍ଧୀ ପାର୍କରେ ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଏହି ସଂଗୀତ ସଂଧ୍ୟାରେ ପଣ୍ଡିତ ଭଟ୍ଟାଚାର୍ଯ୍ୟଙ୍କୁ ତବଲାରେ ଅଭିଜିତ ବାନାର୍ଜୀ ସହଯୋଗ କରିବେ ବୋଲି ବିଡିଏ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରତି ମାସର ଦ୍ୱିତୀୟ ଶନିବାର ଆଇଜି ପାର୍କରେ ବିଡିଏ ସଂଗୀତ ସଂଧ୍ୟା କରିବାକୁ ଯୋଜନା କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ପ୍ରଥମ କଳାକାର ହେବ ପଣ୍ଡିତ ତରୁଣ ଭଟ୍ଟାଚାର୍ଯ୍ୟ।

image