17 October 2017
10:22:54 PM
Sambad News
ଜୀବନଚର୍ଯ୍ୟା

ଘରେ ଶଙ୍ଖ ରଖିଛନ୍ତି କି?

By Sambad | Date: Aug 12 2017 9:46AM
ଘରେ ଶଙ୍ଖ  ରଖିଛନ୍ତି କି?

ହିନ୍ଦୁ ଧର୍ମରେ ଭଗବାନ ବିଷ୍ଣୁଙ୍କ ପ୍ରତୀକ  ଶଙ୍ଖକୁ ଘରେ  ରଖି ପୂଜା କରାଯିବାର ବ୍ୟବସ୍ଥା ଆଜି ବି ପ୍ରଚଳିତ ।  ଘରେ ଶଙ୍ଖ  ରଖିଥିଲେ  ଜାଣନ୍ତୁ ଏସବୁ କଥା...
-ଘରେ ଶଙ୍ଖ ଥିଲେ ନକାରାତ୍ମକ ଶକ୍ତି ଦୂରୀଭୂତ ହୋଇଥାଏ ।
- ଶଙ୍ଖକୁ ହିନ୍ଦୁ ଧର୍ମ  ଓ ବୁଦ୍ଧ ଧର୍ମରେ ବିଶେଷ ଗୁରୁତ୍ୱ  ଦିଆଯାଇଥାଏ ।
- ଶଙ୍ଖର ଦୁଇଟି ଉଦ୍ଦେଶ୍ୟ    ମୁଖ୍ୟତଃ ରହିଛି ।  ଏଥି ମଧ୍ୟରୁ  ପ୍ରଥମଟି  ହେଲା ଶଙ୍ଖ ବାଦନ ଓ ଦ୍ୱିତୀୟଟି  ପୂଜନ ।
-ପ୍ରତ୍ୟେହ ଦୁଇ ଥର  ସକାଳେ ଓ ସନ୍ଧ୍ୟାରେ  ଶଙ୍ଖ ବଜାଇବା ଉଚିତ ।
- ଘରେ ଦୁଇଟି ଶଙ୍ଖ କିଣି  ରଖନ୍ତୁ, କିନ୍ତୁ ସେ ଗୁଡିକ ଲଗା ଅଲଗା ରଖନ୍ତୁ ।
- ଘରେ  ଶଙ୍ଖକୁ  ଏକ ହଳଦୀ କପଡ଼ା ଉପରେ ରଖନ୍ତୁ ।
- ପୂଜା ପାଇଁ  ଉଦ୍ଦଷ୍ଟ  ଶଙ୍ଖକୁ  ଗଙ୍ଗା ଜଳରେ ପରିଷ୍କାର କରାଯିବା ଉଚିତ୍‌ ।
- ଶଙ୍ଖକୁ ସର୍ବଦା ଉପରେ ରଖନ୍ତୁ ।
- କଦାଚିତ୍‌ ଏକ କାମ ପାଇଁ ଦୁଇଟି ଶଙ୍ଖ  ଏକାଠି ରଖନ୍ତୁ ନାହିଁ ।
- ଭଗବାନ୍‌  ସୂର୍ଯ୍ୟଙ୍କୁ ଅର୍ଘ୍ୟ  ଦେବା ପାଇଁ  ଶଙ୍ଖର ଉପଯୋଗ କରନ୍ତୁ ନାହିଁ ।
 

image