23 October 2017
4:19:23 AM
Sambad News
କୋରାପୁଟ

ଯନ୍ତା ବସାଇ ବନବିଭାଗ ଧରିଲା ୨ଟି ଭାଲୁ

By Sambad | Date: Jan 11 2017 11:29AM
ଯନ୍ତା ବସାଇ ବନବିଭାଗ ଧରିଲା ୨ଟି ଭାଲୁ

ଜୟପୁର: ଆଜି ସକାଳେ କୋରାପୁଟ୍‌ ଜିଲ୍ଲା ଟଙ୍କୁଆ ପଞ୍ଚାୟତର ଯୋଗିପୁଟ୍‌ ଗାଁରୁ ବନବିଭାଗ ୨ଟି ଭାଲୁ ଉଦ୍ଧାର କରିଛି। ଗତ ୪ ଦିନ ହେବ ଗୋଟିଏ ମାଈ ଭାଲୁ ଓ ତାର ଛୁଆ ଗାଁରେ ପଶି ଉତ୍ପାତ କରୁଥିଲେ। ଭାଲୁ ଭୟରେ ଲୋକେ ଘରୁ ବାହାରିପାରୁ ନ ଥିଲେ।  ଏ ନେଇ ବନବିଭାଗକୁ ସୁଚନା ଦିଆଯିବା ପରେ  ଆଜି ସକାଳେ ବନବିଭାଗ ଯନ୍ତା ବସାଇ ଏହି ଭାଲୁ ଦୁଇଟିକୁୁ ଧରିଛନ୍ତି। 

image