17 October 2017
10:07:21 PM
Sambad News
ଖୋର୍ଦ୍ଧା

୪୦ ଗ୍ରାମ୍‌ ବ୍ରାଉନ୍‌ ସୁଗାର ଜବତ

By Sambad | Date: Jan 6 2017 5:00AM
୪୦ ଗ୍ରାମ୍‌ ବ୍ରାଉନ୍‌ ସୁଗାର ଜବତ

ଖୋର୍ଧା : ଖୋର୍ଧା ସହରର ସାମନ୍ତରାପୁର ନିକଟରୁ ଆଜି ଜଣେ ଯୁବକଙ୍କ ନିକଟରୁ କଟକ ଅବକାରୀ ସ୍କ୍ଵାଡ୍‌ ୪୦ ଗ୍ରାମ୍‌ ବ୍ରାଉନ ସୁଗାର୍‌ ଜବତ କରିଥିବା ଜଣାଯାଇଛି। ଜବତ ବ୍ରାଉନ୍‌ସୁଗାରର ଆନୁମାନିକ ମୂଲ୍ୟ ୪୦ ଲକ୍ଷ ଟଙ୍କାରୁ ଊର୍ଧ୍ୱ ହେବ ବୋଲି ଜଣାଯାଇଛି। ଯୁବକଜଣଙ୍କୁ ଅବକାରୀ ବିଭାଗ କର୍ମଚାରୀମାନେ ଗିରଫ କରି କଟକ ନେଇ ଯାଇଥିବା ଜଣାଯାଇଛି।

image