20 October 2017
8:59:30 AM
Sambad News
ଗଞ୍ଜାମ

ଗଞ୍ଜାମ:ମକା ବୋଝେଇ ଟ୍ରକ ଓଲଟି ୨ ମୃତ

By Sambad | Date: Jan 7 2017 11:59AM
ଗଞ୍ଜାମ:ମକା ବୋଝେଇ ଟ୍ରକ ଓଲଟି ୨ ମୃତ
repesentative image

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟିରେ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଓଆର ୦୭୫୬୯୧ ନମ୍ବର ବିଶିଷ୍ଟ ଏକ  ମକା ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ ତପ୍ତପାଣି ଘାଟିରେ ଓଲଟି ପଡ଼ିଛି। ପ୍ରାୟ ଦୁଇଶହ ଫୁଟ୍‌ ତଳକୁ ଟ୍ରକ୍‌ଟି ଖସିପଡ଼ିବାରୁ  ଘଟଣାସ୍ଥଳରେ ଡ୍ରାଇଭର  ଅରୁଣ ପଣ୍ଡା, ଓ ହେଲ୍‌ପର ଳକ୍ଷ୍ମୀଧର ଗୌଡଙ୍କର  ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।  ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିଛି।
 

image