20 October 2017
8:54:11 AM
Sambad News
ଗଞ୍ଜାମ

ପରିସ୍ରାଗାର ଭଙ୍ଗିବା ନେଇ ଅଭିଯୋଗ

By Sambad | Date: Jan 3 2017 6:54AM
ପରିସ୍ରାଗାର ଭଙ୍ଗିବା ନେଇ ଅଭିଯୋଗ


ଦିଗପହଣ୍ଡି,: ଗୋକର୍ଣ୍ଣପୁର ବାଙ୍କେଶ୍ୱରୀ ଫାଟକ ନିକଟରେ ସାମୁହିକ ପରିସ୍ରାଗାର ଭାଙ୍ଗିବା ନେଇ ଥାନାରେ ଅଭିଯୋଗ ହୋଇଛି। ଠିକାଦାର ଜି. ନନ୍ଦନ ଦୋରାଙ୍କ ଅଭିଯୋଗ ପ୍ରକାରେ ଗତ ୨୯ ତାରିଖ ରାତିରେ ଗୋକର୍ଣ୍ଣପୁର ଗ୍ରାମର ନୀଳମଣି ସାହୁ ଏବଂ ଏସ୍‌. ସିମାଞ୍ଚଳ ପରିସ୍ରାଗାର ପାଚେରୀ ଭାଙ୍ଗି ଭାଙ୍ଗିଦେବାରେ ତାଙ୍କୁ ପ୍ରାୟ ୬୦ ହଜାର ଟଙ୍କାର କ୍ଷତି ସହିବାକୁ ପଡ଼ିଥିବା ଏତଲାରେ ଦର୍ଶାଇଛନ୍ତି। ଥାନା କେସ୍‌ ନଂ. ୧୯୦/୧୬ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

image