20 October 2017
10:23:59 AM
Sambad News
ମନୋରଞ୍ଜନ

ସିନେମାରେ କାମ ନ କରି ମଧ୍ୟ ଏବେ ବର୍ଷକୁ ୧୦୦ କୋଟି ଟଙ୍କା ଆୟ କରୁଛନ୍ତି ସୁନୀଲ ସେଟ୍ଟି !

By Sambad | Date: Aug 12 2017 9:02AM
ସିନେମାରେ  କାମ ନ କରି ମଧ୍ୟ ଏବେ ବର୍ଷକୁ  ୧୦୦ କୋଟି  ଟଙ୍କା ଆୟ କରୁଛନ୍ତି ସୁନୀଲ ସେଟ୍ଟି !

ସୁନୀଲ ସେଟ୍ଟି ମାନାଙ୍କୁ ୧୯୯୧ରେ ବିବାହ କରିଥିଲେ । ଉଭୟଙ୍କର ପ୍ରାୟ ୮ ବର୍ଷର  ଆଫେଆର୍‌ ଥିଲା ।  ସୁନୀଲ ସେଟ୍ଟି ବିଗତ କିଛି ବର୍ଷ ହେବ  ହୋଟେଲ   ବ୍ୟବସାୟରେ ସକ୍ରିୟ ଅଛନ୍ତି । ଏବେ ସେ କମ୍‌ ସିନେମାରେ କାମ କରୁଛନ୍ତି, ଆଉ ଅଧିକ  ସମୟ ବ୍ୟବସାୟ ପାଇଁ ଦେଉଛନ୍ତି । କୁହାଯାଉଛି ଯେ ଫିଲ୍ମରେ  କାମ ନ କରି ମଧ୍ୟ  ସୁନୀଲ ସେଟ୍ଟି ଏବେ ବର୍ଷକୁ  ୧୦୦ କୋଟି  ଟଙ୍କା ଆୟ କରୁଛନ୍ତି ।
 
 ପତ୍ନୀ ମାନା ହେଉଛନ୍ତି ସୁନୀଲଙ୍କ ବିଜିନେସ୍‌ ମ୍ୟାନେଜର୍‌। ତାଛଡ଼ା ମାନା ଜଣେ ଡିଜାଇନର୍‌ ମଧ୍ୟ। ତାଙ୍କ ଝିଅ  ଆଥିୟା  ସେଟ୍ଟି ଇତି ମଧ୍ୟରେ ଦୁଇଟି ସିନେମା ‘ ହିରୋ’ ଓ ‘ ମୁବାରକାଁ’ରେ ନାୟିକା ସାଜିଥିବା ବେଳେ  ପୁଅ ଅହାନ୍‌ ବ୍ରେକ୍‌ ଅପେକ୍ଷାରେ  ଅଛନ୍ତି ।
 

image