23 October 2017
7:04:07 PM
Sambad News
ରାଜ୍ୟ

ସଡ଼କ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

By Sambad | Date: Aug 24 2016 4:38PM
ସଡ଼କ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

ବ୍ରହ୍ମପୁର: ବୁଧବାର ଅପରାହ୍ନରେ ହିଞ୍ଜିଳିକାଟୁ ଥାନା ଅଧିନସ୍ଥ ଗୁରୁପଡ଼ା ନିକଟରେ ଏକ ଟ୍ରକ୍‌ ଓ ଏକ ମଟରସାଇକେଲ୍‌ ମଧ୍ୟରେ ମୁହାଁମୁହିଁ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ମୋଟରସାଇକେଲ୍‌ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ମଟରସାଇକେଲ ଚାଳକଙ୍କ ନାମ ସନ୍ତୋଷ ସ୍ୱାଇଁ ଏବଂ ତାଙ୍କର ବୟସ ୧୯ ବର୍ଷ ବୋଲି ଜଣା ପଡ଼ିଛି।

image