17 October 2017
10:11:34 PM
Sambad News
ଢେଙ୍କାନାଳ

ଗଦିଆଁ:ଅଟୋ-ବାଇକ୍‌ ଧକ୍କା ଜଣେ ମୃତ ୨ ଆହତ

By Sambad | Date: Jan 6 2017 5:56PM
ଗଦିଆଁ:ଅଟୋ-ବାଇକ୍‌ ଧକ୍କା ଜଣେ ମୃତ ୨ ଆହତ

ଗଦିଆଁ: ଢେଙ୍କାନାଳ ଜିଲ୍ଲା ଗଦିଆଁ ଥାନା ଅନ୍ତର୍ଗତ ବିଧାରପୁର ପଞ୍ଚାୟତ ଝିଲ୍ଲି ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ବିଚିତ୍ରାନନ୍ଦ ଦାସ ନାମକ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଏକ ଅଟୋ ତାଙ୍କ ବାଇକ୍‌କୁ ଧକ୍କା ଦେବାରୁ ବିଚିତ୍ରାନନ୍ଦଙ୍କର ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣାରେ ତାଙ୍କର ୨ ପୁଅ ବିଜୟ ଦାସ ଓ ଅଜୟ ଦାସ  ଗୁରୁତର ଆହତ ହୋଇଛନ୍ତି।

image