19 October 2017
5:10:29 AM
Sambad News
ଦେବଗଡ଼

ରିଆମାଳ ହାଇସ୍କୁଲରେ ନିଯୁକ୍ତିଭିତ୍ତିକ ଶିକ୍ଷା

By Sambad | Date: Dec 24 2016 10:04AM
ରିଆମାଳ ହାଇସ୍କୁଲରେ ନିଯୁକ୍ତିଭିତ୍ତିକ ଶିକ୍ଷା

ରିଆମାଳ: ରିଆମାଳ ହାଇସ୍କୁଲରେ ନିଯୁକ୍ତିଭିତ୍ତିକ ଶିକ୍ଷା ଆରମ୍ଭ ହୋଇଛି। ବର୍ତମାନ କମ୍ପ୍ୟୁଟର ଶିକ୍ଷା ଏବଂ ପରିବହନ ଓ ପର୍ଯ୍ୟଟନ ବିଭାଗ ଖୋଲାଯାଇ ମୋଟ ୫୮ ଜଣ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି। କମ୍ପ୍ୟୁଟର ଶିକ୍ଷକ ଅଂଜନ ମହାଣ ଓ ପରିବହନ ପର୍ଯ୍ୟଟନ ବିଭାଗରେ ସୂର୍ଯ୍ୟନାରାୟଣ ଉପାଧ୍ୟାୟ ଶିକ୍ଷାଦାନ କରୁଛନ୍ତି। ପ୍ରଧାନ ଶିକ୍ଷୟିତ୍ରୀ ସଂଧ୍ୟାରାଣୀ ପାତ୍ର କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

image