20 November 2017
11:16:21 AM
Sambad News
ରାଜ୍ୟ

ନିର୍ଗୁଣ୍ଡି ନିକଟରେ ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ

By Sambad | Date: Sep 27 2017 8:31AM
ନିର୍ଗୁଣ୍ଡି ନିକଟରେ ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ

ଭୁବନେଶ୍ୱର:  ପାରାଦୀପରୁ ବାଙ୍ଗାଲୋରକୁ  ସାର ନେଇ ଯାଉଥିବାବେଳେ କଟକ ନିର୍ଗୁଣ୍ଡି ଷ୍ଟେସନ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ମାଲବାହି ଟ୍ରେନର ୧୬ଟି  ଲାଇନଚ୍ୟୁତହୋଇଛି ।ଫଳରେ ଏହି ରୁଟ୍‌ରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି । ରେଳବାଇ କର୍ତ୍ତୃପକ୍ଷ ଭୁବନେଶ୍ୱର- ଭଦ୍ରକ, ଭୁବନେଶ୍ୱର- ବ୍ରହ୍ମପୁର ଓ ବ୍ରହ୍ମପୁର- ଭୁବନେଶ୍ୱର ଟ୍ରେନ ସମେତ ୫ଟି ଟ୍ରେନକୁ ବାତିଲ କରିଥିବା ସୂଚନା ମିଳିଛି।
 

image