20 November 2017
11:04:31 AM
Sambad News
କେନ୍ଦୁଝର

ଆନନ୍ଦପୁର: ମଦଦୋକାନକୁ ବିରୋଧ କରି ରାଜପଥ ଅବରୋଧ

By Sambad | Date: Sep 11 2017 8:50AM
ଆନନ୍ଦପୁର: ମଦଦୋକାନକୁ ବିରୋଧ କରି ରାଜପଥ ଅବରୋଧ

ଆନନ୍ଦପୁର: ଆଜି ସକାଳେ ମଦ ଦୋକାନ ଖୋଲିବାକୁ ବିରୋଧ କରି ୨୦ ନମ୍ବର ଜାତୀୟ ରାଜପଥର ଘସିପୁରା ଥାନା ଅନ୍ତର୍ଗତ ଜଳନଣ୍ଡା ଠାରେ ମହିଳା ଓ ଛାତ୍ରୀମାନେ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଏଠାରେ ମଦଦୋକାନ ଖୋଲିବାକୁ ମହିଳାମାନେ ବିରୋଧ କରୁଥିବା ବେଳେ  ରାଜନୈତିକ  ସମର୍ଥନ ପାଇ ଯୋର ଜବରଦସ୍ତ ମଦଦୋକାନ ଖୋଲିବା ପାଇଁ ଉଦ୍ୟମ ହେଉଥିବା ଅଭିଯୋଗ କରି ମହିଳା ଓ ଛାତ୍ରୀମାନେ  ଏହି ଆନ୍ଦୋଳନ କରୁଛନ୍ତି। ରାଜପଥ ଅବରୋଧ ହୋଇଥିବାରୁ ଶହଶହ ଗାଡ଼ିମୋଟର ରାସ୍ତା ଉପରେ ଅଟକି ରହିଛନ୍ତି।

image