19 November 2017
4:41:25 AM
Sambad News
ମନୋରଞ୍ଜନ

‘କେଦାରନାଥ୍‌’ ପାଇଁ ସୁଶାନ୍ତ ସିଂହରାଜପୁତ୍‌ ଏବଂ ସାରା ଅଲ୍ଲୀ ଖାନଙ୍କ ପ୍ରସ୍ତୁତି

By Sambad | Date: Aug 18 2017 1:49PM
‘କେଦାରନାଥ୍‌’ ପାଇଁ ସୁଶାନ୍ତ ସିଂହରାଜପୁତ୍‌ ଏବଂ  ସାରା ଅଲ୍ଲୀ ଖାନଙ୍କ ପ୍ରସ୍ତୁତି

ବଲିଉଡର ଜଣେ ଲୋକପ୍ରିୟ ନାୟକ ଏବଂ ଜଣେ ନବାଗତାଙ୍କ ନୂଆ ସିନେମା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି। ଏଠାରେ ଯେଉଁ ନବାଗତାଙ୍କ କଥା କୁହାଯାଉଛି ସେ ହେଲେ ସାରା ଅଲ୍ଲୀ ଖାନ୍‌। ସୁଶାନ୍ତ ସିଂହରାଜପୁତ୍‌ ଏବଂ  ସାରା ଅଲ୍ଲୀ ଖାନ ଏବେ ସେମାନଙ୍କ ଅଭିନୀତ ‘କେଦାରନାଥ୍‌’ ସିନେମାର ସୁଟିଂ ପୂର୍ବରୁ ସେମାନେ ପ୍ରସ୍ତୁତ ସ୍ୱରୂପ ଦୁହେଁ ଏକାଠି ହୋଇ ସ୍କ୍ରିପ୍ଟ ରିଡିଂ ସେସନ୍‌ କରିଥିଲେ। ଏସଂପର୍କରେ ନିର୍ଦ୍ଦେଶକ ଅଭିଷେକ କପୁର ଟ୍ଵିଟରରେ ସୂଚନା ଦେବାସହ ଏକ ଫଟୋ ସେଆର୍‌ କରିଛନ୍ତି।
 

image