20 November 2017
11:15:13 AM
Sambad News
ଢେଙ୍କାନାଳ

ଢେଙ୍କାନାଳ: ଛାତ୍ରୀଙ୍କ ଅସ୍ୱାଭାବିକ ମୃତ୍ୟ ନେଇ ବିଦ୍ୟାଳୟରେ ଭଙ୍ଗାରୁଜା

By Sambad | Date: Sep 23 2017 2:03PM
ଢେଙ୍କାନାଳ: ଛାତ୍ରୀଙ୍କ ଅସ୍ୱାଭାବିକ ମୃତ୍ୟ ନେଇ ବିଦ୍ୟାଳୟରେ ଭଙ୍ଗାରୁଜା

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଇନ୍ଦିପୁର ହାଇସ୍କୁଲର  ଜଣେ ଛାତ୍ରୀଙ୍କର ଗତକାଲ ରହସ୍ୟଜନକଭାବେ ମୃତ୍ୟୁ ଘଟିଥିଲା। ଏହି ଛାତ୍ରୀଙ୍କ ମୃତ୍ୟୁକୁ କେନ୍ଦ୍ରକରି ମୃତ ଛାତ୍ରୀଙ୍କ ସମ୍ପର୍କୀୟମାନେ ବିଦ୍ୟାଳୟରେ  ଭଙ୍ଗାରୁଜା କରିବା ସହିତ ଶିକ୍ଷକମାନଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି।
ଗତକାଲି ମୃତ ଛାତ୍ରୀଜଣଙ୍କ ସ୍କୁଲରୁ  ଘରକୁ ଫେରିବା ପରେ ତାଙ୍କର ଅସ୍ୱାଭାବିକ ମୃତ୍ୟୁ ଘଟିଥିଲା। ପରିବାର ଲୋକେ ଏ ନେଇ ପୁଲିସରେ ଅଭିଯୋଗ ନ କରି ଶବ ଦାହ କରି ଦେଇଥିଲେ।

image