20 November 2017
11:14:32 AM
Sambad News
ଦେବଗଡ଼

ଦେବଗଡ଼: ପୋଲତଳକୁ ଖସିପଡ଼ିଲା ଟ୍ରକ, ଜଣେ ମୃତ, ୨ ଗୁରୁତର

By Sambad | Date: Sep 7 2017 12:15PM
ଦେବଗଡ଼: ପୋଲତଳକୁ ଖସିପଡ଼ିଲା ଟ୍ରକ, ଜଣେ ମୃତ, ୨ ଗୁରୁତର

ଦେବଗଡ଼: ଆଜି ସକାଳେ ଦେବଗଡ଼ ଜିଲ୍ଲା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଛୁରିଆବାହାଲ ନିକଟରେଏକ ଲୁହା ପଥର ବୋଝେଇ ୧୦ ଚକିଆ ଟ୍ରକ ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡ଼ିଛି।  ଏହି ଦୁର୍ଘଟଣାରେ  ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଦୁଇଜଣ ଗୁରୂୁତର ଭାବେ ଆହତ ହୋଇଛନ୍ତି। ଖବରପାଇ ଦେବଗଡ଼ ଥାନା ପୁଲିସ ଘଟଠରାସ୍‌ତଳରେ ପହଞ୍ଚି ମୃତାହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି।
 

image