19 November 2017
4:39:33 AM
Sambad News
ବାଲେଶ୍ଵର

ବାଲେଶ୍ୱର: ୬୦ ଚୋରା ମୋଟର ସାଇକେଲ ଜବତ, ୭ ଗିରଫ

By Sambad | Date: Aug 12 2017 2:20PM
ବାଲେଶ୍ୱର: ୬୦ ଚୋରା ମୋଟର ସାଇକେଲ ଜବତ, ୭ ଗିରଫ

ବାଲେଶ୍ୱର:ଆଜି ସକାଳେ ବାଲେଶ୍ୱର ପୁଲିସ  କାଡ଼ି ରୋରାକାରବାରରେ ସମ୍ପୃକ୍ତ ୭ ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ୬୦ଟି ଚୋରା ମୋଟର ସାକେଲ ଜବତ କରିଛି। ଏହି ଚୋରା କାରବାର ମୁଖ୍ୟ ଅଭିଯୁକ୍ତ  ମୟୂରଭଞ୍ଜ  ସାଇଁକୂଳାର ଆଶିଷ କୁମାର ମହାନ୍ତିଙ୍କୁ ପୁଲିସ ଗିରଫ କରିବା ପରେ ତାର ଅନ୍ୟ ୭ ଜଣ ସହଯୋଗୀଙ୍କୁ ବିଭିନ୍ନ ସ୍ଥାନରୁ ଗିରଫ କରିଥିଲା। ଜିଲ୍ଲାର ବିଭିନ୍ନ ସ୍ଥାନରେ  ଚଢ଼ାଉ  କରି ପୁଲିସ ୬୦ଟି ମୋଟର ସାଇକେଲ ଜବତ କରିଥିବା ପୁଲିସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି।

image